ସୁପ୍ରିମ୍‌ କୋର୍ଟଙ୍କ ପ୍ରଶ୍ନ: ଆଉ କେତେ ପିଢ଼ି ଧରି ସଂରକ୍ଷଣ ଚାଲିବ?

ନୂଆଦିଲ୍ଲୀ : ମରାଠା କୋଟା ମାମଲାର ଶୁଣାଣି ବେଳେ ସୁପ୍ରିମ୍‌ କୋର୍ଟ ଜାଣିବାକୁ ଚାହିଛନ୍ତି ଯେ ଦେଶରେ ଆଉ କେତେ ପିଢ଼ି ଧରି ସଂରକ୍ଷଣ ବ୍ୟବସ୍ଥା ଜାରି ରହିବ। ଅଦାଲତ ୫୦ ପ୍ରତିଶତ ସଂରକ୍ଷଣ ସୀମା ହଟାଇବା ସ୍ଥିତିରେ ଉତ୍ପନ୍ନ ହେବାକୁ ଥିବା ଅସମାନତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗି ବିଚାରପତି ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ … Continue reading ସୁପ୍ରିମ୍‌ କୋର୍ଟଙ୍କ ପ୍ରଶ୍ନ: ଆଉ କେତେ ପିଢ଼ି ଧରି ସଂରକ୍ଷଣ ଚାଲିବ?